କନକ ବ୍ୟୁରୋ : ଆଜି ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ୍କୁ ମିଳିବ ଅନୁମୋଦନ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଚିଠା ବଜେଟ୍କୁ ଅନୁମୋଦନ ମିଳିବ । ଅପରାହ୍ନ ସାଢ଼େ ୫ଟାରେ ଲୋକସଭା ଭବନରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଆସନ୍ତା ୧୮ ତାରିଖରୁ ବିଧାନସଭାରେ ବଜେଟ ଅଧିବେଶନ ବସିବ । ୨୨ରେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂୂଜାରୀ । ଆସନ୍ତା ଆର୍ଥିକ ବର୍ଷର ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମୋହର ଲାଗିବ । ଏହା ପରେ ସଂଧ୍ୟା ୬ଟାରେ ବସିବ କ୍ୟାବିନେଟ ବୈଠକ । କ୍ୟାବିନେଟ ବୈଠକରେ ୨୫ଟି ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବକୁ ମଳିପାରେ ଅନୁମୋଦନ ।
ଆଜି ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟକୁ ମିଳିବ ଅନୁମୋଦନ : ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
/kanak/media/post_attachments/wp-content/uploads/2021/02/2-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)