କନକ ବ୍ୟୁରୋ: ପିଏମ ସୂର୍ଯ୍ୟଘର ଯୋଜନାକୁ କ୍ୟାବିନେଟ ମଂଜୁରୀ । ଏହି ଯୋଜନା ଅଧିନିରେ ଏକ କୋଟି ଘରକୁ ମିଳିବ ୩ଶହ ୟୁନିଟ ମାଗଣା ବିଦ୍ୟୁତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଫେବ୍ରୁଆରୀ ୧୩ରେ ମୋଦୀ ଏହି ଯୋଜନା ଘୋଷଣା କରିଥିଲେ । ଏହି ଯୋଜନାରେ ବାର୍ଷିକ ୧୫ହଜହ ଟଙ୍କା ସଂଚୟ ହେବ । ଯୋଜନାରେ ପ୍ରତ୍ୟକ ପରିବାର ପାଇଁ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଏକ ଛାତ ଉପରେ ସୋଲାର ପ୍ୟାନେଲ ମିଳିବ । ଯାହାର ମୂଲ୍ୟ ଏକ ଲକ୍ଷ ୪୫ହଜାର ରହିଛି । ଏକ କିଲୋୱାଟ ପାଇଁ ୩୦ହଜାର, ୨ କିଲୋୱାଟ ପାଇଁ ୬୦ହଜାର ଓ ୩ କିଲୋୱାଟ ପାଇଁ ୮୦ହଜାର ଟଙ୍କାର ସବସିଡି ଦେବେ ସରକାର ।
ପିଏମ ସୂର୍ଯ୍ୟଘର ଯୋଜନାକୁ କ୍ୟାବିନେଟ ମଂଜୁରୀ: ଯୋଜନା ଅଧୀନରେ ଏକ କୋଟି ଘରକୁ ମିଳିବ ୩ଶହ ୟୁନିଟ ମାଗଣା ବିଦ୍ୟୁତ
/kanak/media/post_attachments/wp-content/uploads/2024/02/65cb56a26861d-pm-surya-ghar-yojana-134640994-16x9-1.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)