କନକ ବ୍ୟୁରୋ : ଚାଲିଛି ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି । ତିର୍ତ୍ତୋଲରେ ଏବେ ଯାଏଁ ବିଜେଡି ଆଗରେ ରହି ଆସିଛି । ସବୁ ବୁଥରେ ସବୁ ଦଳଠାରୁ ଅଧିକ ଭୋଟ ପାଇଛି ବିଜେପି । ସେହିପରି ବିଜେଡି ପଛକୁ ବିଜେପି ଓ କଂଗ୍ରେସ ରହିଛନ୍ତି ।
୧୫,୧୬ ଓ ୧୭ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେଡି । ୧୫ ରାଉଣ୍ଡରେ ବିଜେପି ୩ ହଜାର ୫୭୨ ଭୋଟ ପାଇଥିବା ବେଳେ ବିଜେପି ୧ ହଜାର ୪୭୫ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ୧ ହଜାର ୧୧୯ ଖଣ୍ଡ ଭୋଟ ପାଇଛି ।
ସେହିପରି ୧୬ ରାଉଣ୍ଡରେ ବିଜେଡି ୩ ହଜାର ୭୭୮ ଭୋଟ ପାଇଥିବା ବେଳେ ବିଜେପି ୨ ହଜାର ୧୩୩ ଖଣ୍ଡ ଭୋଟ ପାଇଛି । ଏହାସହ କଂଗ୍ରେସ ୭୪୦ ଖଣ୍ଡ ଭୋଟ ପାଇଛି । ୧୭ ରାଉଣ୍ଡରେ ମଧ୍ୟରେ ୩ ହଜାର ୫୫୪ ଖଣ୍ଡ ଭୋଟ ପାଇ ଆଗରେ ରହିଛି ବିଜେଡି । ସେହିପରି ବିଜେପି ୧ ହଜାର ୫୮୪ ଓ କଂଗ୍ରେସ ୬୦୯ ଖଣ୍ଡ ଭୋଟ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/18-9.jpg)