କନକ ବ୍ୟୁରୋ: ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶୀର୍ଘ ଛୁଇଁ ପାରେ କରୋନା ସଂକ୍ରମଣ । ବରିଷ୍ଠ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର କହିଲେ, ପିକ୍ ଛୁଇଁବା ବେଳେ ରାଜ୍ୟରୁ ଚିହ୍ନଟ ହୋଇପାରନ୍ତି ୩୦ ହଜାର ସଂକ୍ରମିତ । ସେହିଭଳି ପିକ୍ ସମୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଡାକ୍ତର ସନ୍ଦେହ କରୁଛନ୍ତି । ଡେଲଟା ଠାରୁ ୪ ଗୁଣ ଅଧିକ ସଂକ୍ରାମକ ଓମିକ୍ରନ୍ ।
ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶୀର୍ଷ ଛୁଇଁପାରେ ସଂକ୍ରମଣ: ବରିଷ୍ଠ ଚିକିତ୍ସକ କହିଲେ, ଚିହ୍ନଟ ହୋଇପାରନ୍ତି ୩୦ ହଜାର ସଂକ୍ରମିତ
/kanak/media/post_attachments/wp-content/uploads/2022/01/13-15.jpg)