ପ୍ରାଣପ୍ରତିଷ୍ଠାକୁ ନେଇ ରାମମୟ ଅଯୋଧ୍ୟା ନଗରୀ: ପ୍ରଭୁ ରାମଚନ୍ଦ୍ରଙ୍କ କଥା ପ୍ରଚାର କରି ଚର୍ଚ୍ଚାରେ କୁନି ମହନ୍ତ ସୂରଜ ଦାଶ

Advertisment
ପ୍ରାଣପ୍ରତିଷ୍ଠାକୁ ନେଇ ରାମମୟ ଅଯୋଧ୍ୟା ନଗରୀ: ପ୍ରଭୁ ରାମଚନ୍ଦ୍ରଙ୍କ କଥା ପ୍ରଚାର କରି ଚର୍ଚ୍ଚାରେ କୁନି ମହନ୍ତ ସୂରଜ ଦାଶ

କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ରାମମୟ ହୋଇପଡିଛି ଅଯୋଧ୍ୟା ନଗରୀ । ସମସ୍ତଙ୍କ ମୁହଁରେ ପ୍ରଭୁ ରାମଚନ୍ଦ୍ରଙ୍କର ବାଣୀ । ଏହି ସମୟରେ ପ୍ରଭୁ ରାମଚନ୍ଦ୍ରଙ୍କ କଥାକୁ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି କୁନି ମହନ୍ତ ସୂରଜ ଦାଶ । ରାମଙ୍କ କଥା ପ୍ରଚାର କରୁଥିବା ଏହି କୁନି ମହନ୍ତ ଅଯୋଧ୍ୟାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ମାତ୍ର ୧୨ ବୟସରେ ସାଜିଛନ୍ତି ସେ ମହନ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe