କନକ ବ୍ୟୁରୋ : ନିଆଳି ପୋଖରୀ ଗାଁ ପଂଚାୟତର ୧୫ଟି ବୁଥରେ ଚାଲିଛି ସାନି ମତଦାନ । ସକାଳ ୭ରୁ ସାନି ମତଦାନ ଆରମ୍ଭ ହୋଇଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଚାଲିଛି । ବୁଥ କ୍ୟାପଚରିଂ ପରେ ଏଠାରେ ମତଦାନ ସ୍ଥଗିତ ରଖାଯାଇଥିଲା । ବୁଥ ନମ୍ବର ୧ ରୁ ୯ ଏବଂ ୧୨, ୧୪, ୧୭, ୧୮, ୨୦ ଓ ୨୧ ନମ୍ବର ବୁଥରେ ଭୋଟ ଗ୍ରହଣ କରାଯାଉଛି । ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବୁଥରେ ଭିଡିଓ ଗ୍ରାଫିର ବ୍ୟବସ୍ଥା କରାଯାଇଛି । ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-06-10h40m37s122.png)