ବଜାରକୁ ଗାଡି ଆଣିବା ପଡିଲା ମହଙ୍ଗା: ସକାଳୁ ସକାଳୁ ମାଛ ବଜାରକୁ ଆଣିଥିବା ୮ଟି ଗାଡିକୁ ଉଠାଇନେଲା ପୋଲିସ୍; ବାଇକ୍ ନଆଣିବାକୁ ପୂର୍ବରୁ ହୋଇଥିଲା ବାରଣ

Advertisment
ବଜାରକୁ ଗାଡି ଆଣିବା ପଡିଲା ମହଙ୍ଗା: ସକାଳୁ ସକାଳୁ ମାଛ ବଜାରକୁ ଆଣିଥିବା ୮ଟି ଗାଡିକୁ ଉଠାଇନେଲା ପୋଲିସ୍; ବାଇକ୍ ନଆଣିବାକୁ ପୂର୍ବରୁ ହୋଇଥିଲା ବାରଣ

କନକ ବ୍ୟୁରୋ: ବଜାରକୁ ଗାଡି ଆଣିବା ପଡିଲା ମହଙ୍ଗା । ଭୁବନେଶ୍ୱର ରେଡକ୍ରସ ଭବନ ସମ୍ମୁଖ ମାଛ ବଜାରକୁ ସକାଳୁ ସକାଳୁ ମାଛ କିିଣିବାକୁ ଆସିଥିବା ୮ଜଣଙ୍କ ଗାଡିକୁ ଉଠାଇନେଇଛି ପୋଲିସ । ଏହା ସହିତ କେତେ ଜଣଙ୍କୁ ଜୋରିମାନା ମଧ୍ୟ କରିଥିବା ଜଣାପଡିଛି ।

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଆସିବାବେଳେ ବାଇକ ନଆଣିବାକୁ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଥିଲା । ଏପରିକି ପାଖ ବଜାରରୁ ସଉଦା କିଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ଏହାକୁ କିଛି ଲୋକମାନୁନଥିବାରୁ ସେମାନଙ୍କୁ ସାବାଡ କରିବା ପାଇଁ ଗାଡି ଉଠାଇ ନେବା ସହ ଜରିମାନା କରୁଥିବା ଦେଖାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe