ସଂକଟରେ ଫସିଛି ବ୍ୟକ୍ତିଗତ ବିମାନ କମ୍ପାନୀ ଜେଟ୍ ଏୟାରବେସ୍ । ଏହି ବିମାନର ଏକ ହଜାରରୁ ଅଧିକ ପାଇଲେଟ୍ ଅପ୍ରିଲ୍ ୧ ତାରିଖରୁ ବିମାନ ନ ଉଡାଇବା ପାଇଁ ଅଡି ବସିଛନ୍ତି । ପାଇଲଟ୍ ମାନେ ଏଭଳି ନିର୍ଣ୍ଣୟ କରିବାର କାରଣ ଶୁକ୍ରବାର ଏୟାରଲାଇନ୍ ବ୍ୟାଙ୍କରୁ ଧନପ୍ରାପ୍ତ କରିବାରୁ ଅସଫଳ ହେବାରୁ ପାଇଲେଟ୍ ଏଭଳି ନିଷ୍ପତ୍ତି ନେଇଥିଲେ । ଜେଟ୍ ଏୟାରବେସ୍ ର ମୋଟ ୧୧୦୦ ପାଇଲଟ୍ ର ପ୍ରତିନିଧିତ୍ୱ କରୁଥିବା ସଂଗଠନ “ନ୍ୟାସନାଲ୍ ଏବିଏଟର୍ସ ଗିଲ୍ଡ” ଗତ ସପ୍ତାହରେ ଘୋଷଣା କରିଥିଲେ ଯଦି ତାଙ୍କର ବଳକା ବେତନ ତାଙ୍କୁ ଦିଆନଗଲା ଏବଂ ୩୧ ମାର୍ଚ୍ଚ ମଧ୍ୟରେ ପୁନଃଜୀବନ ଯୋଜନାର ସ୍ଥିତି ସ୍ପଷ୍ଟ ନକଲେ ୧ ଅପ୍ରିଲରୁ ପାଇଲେଟ୍ ବିମାନ ଉଡାଇବେ ନାହିଁ ।
ଜେଟ୍ ଏୟାରବେସ୍ ଉପରେ ମହାସଙ୍କଟ ! ଏପ୍ରିଲ୍ ୧ ରୁ ବିମାନ ଉଡାଇବେ ନାହିଁ ୧୦୦୦ ପାଇଲେଟ୍ ।
/kanak/media/post_attachments/wp-content/uploads/2019/03/untitled-1-1553911028.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)