ଆଇଆଇଏମ୍ ଅହମ୍ମଦାବାଦରୁ ଅଗ୍ରି ବିଜ୍ନେସ୍ ମ୍ୟାନେଜମେଂଟରେ ପୋଷ୍ଟ ଗ୍ରାଜୁଏସନ କରିବା ପରେ ସେ ଦୀର୍ଘ ୮ ବର୍ଷ ଧରି କର୍ପୋରେଟ ସେକ୍ଟର୍ରେ କାମ କରିଥିଲେ । ହେଲେ ତାଙ୍କ ମନ ବୁଝି ନଥିଲା । କାରଣ ସ୍ୱପ୍ନ ଥିଲା ଓଡିଶାର କୃଷକ ମାନଙ୍କୁ ଗୋଟିଏ ମଡେଲ ଫାର୍ମି ପ୍ରେଜେକ୍ଟ ତିଆରି କରି ଦେଖାଇବେ । ଆଉ ତାଙ୍କର ମାର୍ଗ ଦର୍ଶନ କରିବେ । ଡିପେଣ୍ଡବଲ୍ ଅଗ୍ରି ସର୍ଭିସେସ୍ ପ୍ରା. ଲିମିଟିଡେର ମ୍ୟାନେଜିଂ ଡିରେକ୍ଟର ସୁଶାନ୍ତ ଖୁଂଟିଆ, ଯିଏ ଆଜି ସୃଷ୍ଟି କରି ପାରିଛନ୍ତି ଅଗ୍ରି ବିଜନେସ୍ ୱର୍ଲ୍ଡରେ ଗୋଟେ ନୁଆ କ୍ରାନ୍ତି ।
ସୁଶାନ୍ତ ଖୁଂଟିଆ : ଡିପେଣ୍ଡବଲ୍ ଅଗ୍ରି ସର୍ଭିସେସ୍ ପ୍ରା. ଲିମିଟିଡେର ମ୍ୟାନେଜିଂ ଡିରେକ୍ଟର
/kanak/media/post_attachments/wp-content/uploads/2016/04/Capture3.png)