ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ୧୦ ତାରିଖରୁ ବସ୍ ଧର୍ମଘଟ ।

Advertisment
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ୧୦ ତାରିଖରୁ ବସ୍ ଧର୍ମଘଟ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ । ଆସନ୍ତା ୧୦ ତାରିଖରୁ ବସ୍ ଧର୍ମଘଟ ଜାରି ରହିବ ବୋଲି ଘରୋଇ ବସ ମାଲିକ ସଂଘର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଅକ୍ଟୋବର ୨ ତାରିଖରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ଧର୍ମଘଟ ହେବ ବୋଲି ସୂଚନା ଦିଆଯାଇଛି । ଅକ୍ଟୋବର ୨ ତାରିଖରୁ ମାଲକାନଗିରିରୁ ଲକ୍ଷ୍ମୀ ଯୋଜନାରେ ବସ୍ ଗଡିବାର ଅଛି । ତେଣୁ ସେହିଦିନରୁ ହିଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe