କୋରାପୁଟରେ ବସ୍ ଚଳାଚଳ ବନ୍ଦ । ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ବିବାବଦ ଯୋଗୁଁ ଯାତ୍ରୀ ହଟହଟା ।

Advertisment
କୋରାପୁଟରେ ବସ୍ ଚଳାଚଳ ବନ୍ଦ । ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ବିବାବଦ ଯୋଗୁଁ ଯାତ୍ରୀ ହଟହଟା ।

କନକ ବ୍ୟୁରୋ: କୋରାପୁଟ ବସଷ୍ଟାଣ୍ଡରେ ସମସ୍ତ ରୁଟରେ ବସ ଚଳାଚଳ ବନ୍ଦ । ଘରୋଇ ବସ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । କୋରାପୁଟରୁ ଘରୋଇ ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ସେପଟେ ବିବାଦ ସମାଧାନ ନହେବା ଯାଏ କର୍ମଚାରୀ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe