କନକ ବ୍ୟୁରୋ: ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ହେବାପରେ ସ୍ୱାଭାବିକ ହେଲା ବସ ଚଳାଚଳ । ରାଜ୍ୟର ବିଭିନ୍ନ ସ୍ଥାନରେ ବସ ଚଳାଚଳ ହେଉଥିବାେ ନେଇ ଆସିଲା ଚିତ୍ର । ଗତ ଦୁଇ ତିନି ଦିନ ହେବ ଡ୍ରାଇଭର ସଂଘର ଆନ୍ଦୋଳନୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ଏବେ ବସ ଚଳାଚଳ ସ୍ୱାଭାବିକ ହେବା ପରେ ଆଶ୍ୱସ୍ତି ହୋଇଛନ୍ତି ଜନସାଧାରଣ ।