କନକ ବ୍ୟୁରୋ: ଯାତ୍ରୀ ଓ ମୁଖ୍ୟମନ୍ତ୍ରୀ ବସ ଡ୍ରାଇଭରଙ୍କ ମଧ୍ୟରେ ପିଟାପିଟି। ଗାଡ଼ି ରଖିବାକୁ ନେଇ ବସ ଡ୍ରାଇଭର ଓ ୩ ଯୁବକଙ୍କ ମଧରେ ପାଟିତୁଣ୍ଡ । ପରେ ବସ ଚାଳକଙ୍କୁ ଛୁରା ମାଡ କରି ଫେରାର ତିନି ଯୁବକ। ଗଞ୍ଜାମ ଖଲିକୋଟ ୧୬ ନଂ ଜାତୀୟ ରାଜପଥ ପଣ୍ଡିତ ଗାଁ ଛକରେ ବସ ଡ୍ରାଇଭର ଙ୍କୁ ମାଡ଼ ମାରି ଫେରାର ଯୁବକମାନେ ପଳାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us