ଭୁବନେଶ୍ୱର ବମିଖାଲ ଛକରେ ସିରିଜ ଦୁର୍ଘଟଣା

Advertisment
ଭୁବନେଶ୍ୱର ବମିଖାଲ ଛକରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବମିଖାଲ ଛକରେ ସିରିଜ ଦୁର୍ଘଟଣା । ଏକ ଯାତ୍ରୀବାହି ବସ ଦୁଇଟି କାର ଓ ଦୁଇଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁୁ ମେଡିକାଲରେ ଭର୍ତି କରାଯାଉଛି । ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଯାତାୟାତ ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା । ଫଳରେ ରାସ୍ତା ଉପରେ ଅଟକି ରହିଥିଲା ଶହ ଶହ ଗାଡି । ବସଟି ଭୁବନେଶ୍ୱରରୁ ପୁରୀ ଯାଉଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe