ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ୬ଟି ଅଫୁଟା ଗୁଳି

Advertisment
ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ୬ଟି ଅଫୁଟା ଗୁଳି

କନକ ବ୍ୟୁରୋ: ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହୋଇଛି ୬ଟି ଅଫୁଟା ଗୁଳି । ସିକ୍ୟୁରିଟି ସ୍କାନର ଜରିଆରେ ଗୁଳି ଧରାପଡ଼ିଥିବା ଜଣାପଡ଼ିଛି । ସତ ସାମ୍ନାକୁ ଆସିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । କାହିଁକି ଆଉ କେଉଁଠୁ ଯାତ୍ରୀ ଜଣକ ଗୁଳି ଆଣିଲେ ସେ ଏନେଇ ପୋଲିସ ଖୋଳତାଡ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe