ଗୁରୁ-ଶିକ୍ଷ୍ୟ ପରମ୍ପରାରେ କଳଙ୍କ : ଆବାସିକ ସ୍କୁଲରେ ୧୨ ଛାତ୍ରୀଙ୍କୁ ଦୁଷ୍କର୍ମ, ୩ ଗର୍ଭବତୀ

ଗୁରୁ-ଶିକ୍ଷ୍ୟ ପରମ୍ପରାରେ କଳଙ୍କ : ଆବାସିକ ସ୍କୁଲରେ ୧୨ ଛାତ୍ରୀଙ୍କୁ ଦୁଷ୍କର୍ମ, ୩ ଗର୍ଭବତୀ

କନକ ବ୍ୟୁରୋ : ଗୁରୁ-ଶିକ୍ଷ୍ୟ ପରମ୍ପରାରେ କଳଙ୍କ । ଆବାସିକ ସ୍କୁଲରେ ୧୨ ଛାତ୍ରୀଙ୍କୁ ଦୁଷ୍କର୍ମ । ୩ ଛାତ୍ରୀ ଗର୍ଭବତୀ । ମହାରାଷ୍ଟ୍ର ବୁଲଦାନ ଜିଲ୍ଲାର ଖାମଗାଓଁ  ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ସାରା ଦେଶ ପାଇଁ ଲଜ୍ଜା ଆଣିଦେଇଛି ।

ଏହି ଘଟଣାରେ ପ୍ରଧାନଶିକ୍ଷକ ଏବଂ ୭ ଜଣ ଶିକ୍ଷକ ସମେତ ମୋଟ୍ ୧୧ ଜଣଙ୍କୁ ଗିରଫ କରିଛି ପୁଲିିସ । ମାସ ମାସ ଧରି ଦୁଷ୍କର୍ମର ଶିକାର ହୋଇଥିବା ଏହି ଛାତ୍ରୀଙ୍କ ମଧ୍ୟରୁ ୩ ଜଣ ଗର୍ଭବତୀ ହୋଇଯିବା ପରେ ଏହି ଘଟଣା ପଦାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe