କନକ ବ୍ୟୁରୋ : ଗୁରୁ-ଶିକ୍ଷ୍ୟ ପରମ୍ପରାରେ କଳଙ୍କ । ଆବାସିକ ସ୍କୁଲରେ ୧୨ ଛାତ୍ରୀଙ୍କୁ ଦୁଷ୍କର୍ମ । ୩ ଛାତ୍ରୀ ଗର୍ଭବତୀ । ମହାରାଷ୍ଟ୍ର ବୁଲଦାନ ଜିଲ୍ଲାର ଖାମଗାଓଁ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ସାରା ଦେଶ ପାଇଁ ଲଜ୍ଜା ଆଣିଦେଇଛି ।
ଏହି ଘଟଣାରେ ପ୍ରଧାନଶିକ୍ଷକ ଏବଂ ୭ ଜଣ ଶିକ୍ଷକ ସମେତ ମୋଟ୍ ୧୧ ଜଣଙ୍କୁ ଗିରଫ କରିଛି ପୁଲିିସ । ମାସ ମାସ ଧରି ଦୁଷ୍କର୍ମର ଶିକାର ହୋଇଥିବା ଏହି ଛାତ୍ରୀଙ୍କ ମଧ୍ୟରୁ ୩ ଜଣ ଗର୍ଭବତୀ ହୋଇଯିବା ପରେ ଏହି ଘଟଣା ପଦାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-05-08h51m30s329.png)