ଆସନ୍ତାକାଲି ରିଲିଜ ହେବ ଫିଲ୍ମ ବର୍ଣ୍ଣ ଟୁ ରନ । ଏହାର ପ୍ରଚାର ପାଇଁ ବୁଦ୍ଧିଆ ଏବେ ଦିଲ୍ଲୀରେ ଅଛନ୍ତି । ବୁଦ୍ଧିଆ ସିଂଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମିଳିନ୍ଦ ସୁମନ ଏବଂ ବୁଦ୍ଧିଆଙ୍କ ଉନ୍ନତି କାମନା କରିଛନ୍ତି । ବିସ୍ମୟ ବାଳକ ବୁଦ୍ଧିଆ କୁନି ବୟସରେ କିଭଳି ମାରାଥନ ଧାବକ ପାଲଟିଥିଲେ ଓ ତାଙ୍କ କୋଚ ବିରଂଚି ଦାସଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି ।
ଏହି ଫିଲ୍ମକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ସ୍ତରରେ ଏକଦା ଚର୍ଚ୍ଚାରେ ରହିଥିବା ବୁଦ୍ଧିଆ ପୁଣି ଜାତୀୟ ଗଣମାଧ୍ୟମର ପୃଷ୍ଠାରେ ସ୍ଥାନ ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/IMG-20160804-WA0003.jpg)