କନକ ବ୍ୟୁରୋ: କୁଚିଣ୍ଡା ଦଲକିବାହାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଏଠାରେ ଜଣେ ବ୍ୟକ୍ତି ଭାଇବୋହୂ ସହ ବର୍ଷକର ପୁତୁରାକୁ କୁରାଢିରେ ହାଣି ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ଫେରାର ଅଛି । ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us