ଓଡିଶା ଉପକୂଳ ଆଡେ ମୁହାଁଇପାରେ ବାତ୍ୟା : ବ୍ରିିଟିଶ ଷ୍ଟ୍ରର୍ମ ଟ୍ରାକର କହିଲା, ଆନ୍ଧ୍ରରେ ହେବ ଲ୍ୟାଣ୍ଡଫଲ

ଓଡିଶା ଉପକୂଳ ଆଡେ ମୁହାଁଇପାରେ ବାତ୍ୟା :  ବ୍ରିିଟିଶ ଷ୍ଟ୍ରର୍ମ ଟ୍ରାକର କହିଲା, ଆନ୍ଧ୍ରରେ ହେବ ଲ୍ୟାଣ୍ଡଫଲ

କନକ ବ୍ୟୁରୋ : ଓଡିଶା ଉପକୂଳ ଆଡେ ମୁହାଁଇପାରେ ସାଇକ୍ଲୋନ କ୍ୟାଂଟ । ଆଜି ସଂନ୍ଧ୍ୟା ସୁଦ୍ଧା ସାଇକ୍ଲୋନର ଦିଗ ସ୍ପଷ୍ଟ ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଇ ଗତି କରୁଛି । ଗୋପାଳପୁରରୁ ଦକ୍ଷିଣକୁ ୯୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଲଘୁଚାପ ଏବେ ଘଂଟାପ୍ରତି ୮କିଲୋମିଟର ବେଗରେ ଗତି କରୁଛି । ସଂଧ୍ୟା ସୁଧା ଘୂର୍ଣ୍ଣିଝଡର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଏବେ ଏହା ମିଆଁମାର ଆଡକୁ ଗତିି କରୁଛି । ତେବେ ଉପକୂଳ ଛୁଇଁବା ପରେ, ଦିଗ ପରିବର୍ତନ କରିବାର ସମ୍ଭାବନା ରହିଛି । ଦିଗ ପରିବର୍ତନ କଲେ ଏହି ସାମୁଦ୍ରିକ ଝଡ ଓଡିଶା ଉପକୂଳ ଛୁଇଁବାର ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe