ଦବିଲା ପଳାଶୁଣୀ ଓଭରବ୍ରିଜ୍ ! ହାଇଟେକ୍ ଛକ ନିକଟରେ ଦବିଲା ନବନିର୍ମିତ ଫ୍ଲାଏଓଭର ।

Advertisment
ଦବିଲା ପଳାଶୁଣୀ ଓଭରବ୍ରିଜ୍ ! ହାଇଟେକ୍ ଛକ ନିକଟରେ ଦବିଲା ନବନିର୍ମିତ ଫ୍ଲାଏଓଭର ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପଳାଶୁଣୀରେ ଥିବା ଓଭରବ୍ରିଜ୍‌ ରବିବାର ସନ୍ଧ୍ୟାରେ ଦବିଯାଇଛି । ସୂଚନା ଅନୁସାରେ କଟକରୁ ଭୁବନେଶ୍ୱରକୁ ଯୋଡୁଥିବା ଜାତୀୟ ରାଜପଥର ହାଇଟେକ୍‌ ମେଡିକାଲ କଲେଜ୍‌ ଛକ ନିକଟରେ ଏହି ଘଟଣା ଘଟିଛି ।

ସୂଚନା ମିଳିବା ପରେ କମିସନରେଟ୍‌ ପୁଲିସ ଓ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଓ ଏନ୍‌ଏଚ୍‌ଆଇର ଅଧିକାରୀମାନେ ମୁତୟନ ହୋଇଛନ୍ତି । ବ୍ରିଜ୍‌ ଉପରେ ଯାତାୟତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ, ଉଭୟ ପାର୍ଶ୍ୱରୁ କର୍ଡନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe