କନକ ବ୍ୟୁରୋ : ପୁରୀ ମେଡିକାଲରେ ଚାଲିଛି ଲାଂଚ କରାବାର । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରସୂତି ବିଭାଗରେ ଏହି ଲାଂଚ ଜଣେ ପ୍ରସୂତିଙ୍କ ସମ୍ପର୍କୀୟ ମେଡିକାଲରେ ଜଣେ ପିଅନକୁ ଏହି ଟଙ୍କା ଦେଉଥିବା ଦେଖିବାକୁ ମିଳିଛି । ତେବେ ଏହା କେଉଁ ଦିନର ତାହା ସ୍ପଷ୍ଟ ହୋଇନାହିଁ । ଏହି ଲାଂଚ କରାବାରରେ ଅନ୍ୟ କିଛି ଲୋକ ବି ସାମିଲ ଥିବା ଅନୁମାନ କରାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us