ପୁରୀ ବଡ଼ ମେଡ଼ିକାଲରେ ଲାଂଚ କାରବାର : ପ୍ରସୂତୀଙ୍କ ସମ୍ପର୍କୀୟଙ୍କ ଠାରୁ ଲାଂଚ ନେଇଛନ୍ତି ପିଅନ; ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ  

85

କନକ ବ୍ୟୁରୋ : ପୁରୀ ମେଡିକାଲରେ ଚାଲିଛି ଲାଂଚ କରାବାର । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରସୂତି ବିଭାଗରେ ଏହି ଲାଂଚ ଜଣେ ପ୍ରସୂତିଙ୍କ ସମ୍ପର୍କୀୟ ମେଡିକାଲରେ ଜଣେ ପିଅନକୁ ଏହି ଟଙ୍କା ଦେଉଥିବା  ଦେଖିବାକୁ ମିଳିଛି । ତେବେ ଏହା କେଉଁ ଦିନର ତାହା ସ୍ପଷ୍ଟ ହୋଇନାହିଁ । ଏହି ଲାଂଚ କରାବାରରେ  ଅନ୍ୟ କିଛି ଲୋକ ବି ସାମିଲ ଥିବା ଅନୁମାନ କରାଯାଉଛି ।