୪ ଫୁଟ ରହିବ ମୂର୍ତ୍ତିର ଉଚ୍ଚତା । ମାଆ ଦୂର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ନେଇ ଏସଆରସିଙ୍କ ସୂଚନା । ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନ ମୁତାବକ ୪ ଫୁଟ୍ ରହିବ ମୂର୍ତ୍ତିର ଉଚ୍ଚତା । କରୋନା ପାଇଁ ଏଥର ନିରାଡ଼ମ୍ବରରେ ମା’ଙ୍କୁ ଆରାଧନା କରିବା । ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଆଉ କିଛିଦିନ ପାଳିବା । ଏ ବର୍ଷଟା ଆମେ ଧର୍ଯ୍ୟର ସହ ସରକାରଙ୍କ ଗାଇଡଲାଇନକୁ ମାନିବା । ପ୍ରାର୍ଥନା କରିବା ଆରଥରକୁ ମା’ଙ୍କ ସିଧାସଳଖ ଦର୍ଶନ କରନ୍ତୁ ଭକ୍ତ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)