୩ ଦିନ ପାଇଁ କୋଭିଡ ଟିକାକରଣ ବନ୍ଦ । ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଫେବ୍ରୁଆରି ୨ ତାରିଖ ଯାଏଁ ଦିଆଯିବନି ଟିକା । ରାଜ୍ୟର ୪୧ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା । ସେପଟେ ସିରମ ଇନଷ୍ଟିଚ୍ୟୁଟର ବଡ ଘୋଷଣା, ଶୀଘ୍ର ଭାରତକୁ ମିଳିବ ଆଉ ଏକ କୋଭିଡ ଟିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe