""
breakingnews୩ ଦିନ ପାଇଁ କୋଭିଡ ଟିକାକରଣ ବନ୍ଦ । ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଫେବ୍ରୁଆରି ୨ ତାରିଖ ଯାଏଁ ଦିଆଯିବନି ଟିକା । ରାଜ୍ୟର ୪୧ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା । ସେପଟେ ସିରମ ଇନଷ୍ଟିଚ୍ୟୁଟର ବଡ ଘୋଷଣା, ଶୀଘ୍ର ଭାରତକୁ ମିଳିବ ଆଉ ଏକ କୋଭିଡ ଟିକା ।bysmruti sangita giribysmruti sangita giri 31 Jan 2021 12:22 IST Link copied!Copy failed!bysmruti sangita giribysmruti sangita giri 31 Jan 2021 12:22 IST Link copied!Copy failed!