breakingnews ୨୧ରେ ଆସୁଛି ଆଉ ଏକ ଲଘୁଚାପ : ପ୍ରଭାବରୁ ଆଜି ଠାରୁ ବଢିବ ବର୍ଷା , ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜିଲ୍ଲାରେ ଘଡଘଡି ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସଂଭାବନା; ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, କିଛି ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା Advertisment July 18, 2021, 11:35 AM IST 18 Jul 2021 11:35 IST Rituparna Routray Follow Us