breakingnews ୨୦୨୧ ପାଇଁ ରାଷ୍ଟ୍ରପତି ଭବନରେ ଦିଆଗଲା ପଦ୍ମ ପୁରସ୍କାର : ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ଶୁଦର୍ଶନ ସାହୁଙ୍କୁ ପଦ୍ମ ବିଭୁଷଣ, ଖାଲି ପାଦରେ ଯାଇ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ତୁଳସୀ ଗୌଡ଼ା; ଚର୍ଚ୍ଚାରେ ସରଳ ବେଶଭୁଷାର ଫଟୋ 09 Nov 2021 14:12 IST Rituparna Routray Follow Us