୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା । ସେପଟେ ଓଡିଶାରେ ଟଙ୍କା ଭ୍ୟାନର ସୁରକ୍ଷା ଭଳି, ବିଭିନ୍ନ ଜିଲ୍ଲାକୁ ଯିବ ଟିକା ଗାଡି । ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।
                    
                    
                
                
                 
                 
        
     
    
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
   
    
    
    
        
 
    
    
      
    
    Subscribe