breakingnews ହସ୍ପିଟାଲରେ କରୋନା ରୋଗୀଙ୍କୁ ସୁସ୍ଥ କରି ଆଖି ବୁଜୁଛନ୍ତି ଡାକ୍ତର : ରବିବାର ଗୋଟିଏ ଦିନରେ ଦେଶର ବିଭିନ୍ନ ଭାଗରୁ ୫୦ ଜଣ ଡାକ୍ତରଙ୍କ ସଂକ୍ରମଣରେ ମୃତ୍ୟୁ; ଦ୍ୱିତୀୟ ଲହର ଆରମ୍ଭରୁ ଦେଶରେ ପ୍ରାଣ ହରାଇଲେଣି ୨୪୪ ଡାକ୍ତର Advertisment May 18, 2021, 11:55 AM IST 18 May 2021 11:55 IST Rituparna Routray Follow Us