ହଟ୍ଟଗୋଳ ଭିତରେ ବିଧାନସଭାରେ ତିନୋଟି ବିଲ୍ ପାରିତ । ଓଡିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ, ଓଡିଶା ବିନିଯୋଗ ଅଧିନିୟମ ବିଲ୍ ଏବଂ ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍ ଗୃହରେ ପାରିତ । ବିଲ ପାରିତ ସମୟରେ କଂଗ୍ରେସର କକ୍ଷ ତ୍ୟାଗ । ସୋମବାର ସକାଳ ସାଢେ ୧୦ଟା ଯାଏଁ ଗୃହ ମୁଲତବୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe