କେସିଙ୍ଗାର ଚିଚରଲା ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଦୁଇ ମୃତକଙ୍କ ଘର ବେଲାମାଲ ଗାଁର ହୋଇଥିବା ସୂଚନା । ସମ୍ପର୍କୀୟଙ୍କୁ ଟ୍ରେନରେ ଛାଡି ଘରକୁ ଫେରିବା ସମୟରେ ଦୁର୍ଘଟଣା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe