""
breakingnews ସିଲ୍ ହେଲା ଓୟୋ ହୋଟେଲ ଭରତପୁର କଳିଙ୍ଗନଗର ଫେଜ-୨ ରେ ଥିବା ହେମାଲତା ପ୍ୟାଲେସକୁ ସିଲ କଲା କମିସନରେଟ ପୋଲିସ । ଗତକାଲି ସେକ୍ସ ରାକେଟ ଚାଲୁଥିବା ନେଇ ଓୟୋରେ ଚଢ଼ାଉ ହୋଇଥିଲା, ଉଦ୍ଧାର ହୋଇଥିଲେ ୮ ବଙ୍ଗୀୟ ଯୁବତୀ । 05 Sep 2021 11:09 IST Kanak News Bureau Follow Us