breakingnews ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ସଂପର୍କରେ ସଂସଦରେ ଅବଗତ କରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ଏୟାର ମାର୍ସଲଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ; ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଚିକିତ୍ସା ଜାରି, ସେପଟେ ରାଜ୍ୟ ବିଧାନସଭାରେ ଆସିଲା ଶୋକ ପ୍ରସ୍ତାବ 09 Dec 2021 14:53 IST Rituparna Routray Follow Us