breakingnews ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କିରୁଥିକା ପ୍ରଭାକରନଙ୍କ ଲିଗାଲ ନୋଟିସ୍ : ଅପଶବ୍ଦ ବ୍ୟବହାର କରି ତାଙ୍କ ସମ୍ମାନହାନୀ କରିଥିବା କହି କ୍ଷମା ପ୍ରାର୍ଥନା ଦାବି କଲେ କିରୁଥିକା; ଟ୍ୱିଟ୍ କରି ପାଲଟା ପ୍ରଶ୍ନ କଲେ ସାଂସଦ, ପଚାରିଲେ କିଏ କ୍ଷମା ମାଗିବା ଦରକାର? 10 Sep 2023 13:45 IST Rituparna Routray Follow Us