""
breakingnews ସରିଲା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି । ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନରେ ଆସିଥିଲା ୩ଟି ମୁଲତବି ପ୍ରସ୍ତାବ । ଚଳିତ ଅଧିବେଶନରେ ପାରିତ ହେଲା ୧୩ଟି ବିଲ୍ । Advertisment September 09, 2021, 05:30 PM IST 09 Sep 2021 17:30 IST Ramakrushna Barik Follow Us