ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ମନ୍ଦିରରେ ପ୍ରବେଶ ପାଇଁ ଦେଖାଇବାକୁ ପଡିବ କରୋନା ନେଗେଟିଭ୍ ରିପୋର୍ଟ । ସେପଟେ ସ୍ଥାନୀୟ ଭକ୍ତଙ୍କ ପାଇଁ ଆଜି ଖୋଲିବ ସମଲେଶ୍ୱରୀ ଓ କେନ୍ଦ୍ରାପଡାର ବଳଦେବଜୀୟ ମନ୍ଦିର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe