""
breakingnewsଶାଳିଆ ନଦୀରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ୪୮ଘଣ୍ଟା ପରେ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର । ବାଣପୁର ବେଙ୍ଗରାଜ ପଲ୍ଲୀ ଗାଁ ନିକଟ ଶାଳିଆ ନଦୀରୁ ଉଦ୍ଧାର । ମାଣିକପୁର ନିକଟ ନଦୀରେ ଭାସିଯାଇଥିଲେ ବୃଦ୍ଧ । ନଦୀରେ ପାଖାପାଖି ୫କିମି ଦୂରରୁ ମୃତଦେହ ଉଦ୍ଧାରbyRituparna RoutraybyRituparna Routray 22 Sep 2021 10:56 IST Link copied!Copy failed!byRituparna RoutraybyRituparna Routray 22 Sep 2021 10:56 IST Link copied!Copy failed!