breakingnews ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ବୁଢାବଳଙ୍ଗ, ସୁବର୍ଣ୍ଣରେଖା : ବାଲେଶ୍ୱର ରେମୁଣାରେ ବୁଡ଼ିଲା ତଳିଆ ଅଂଚଳ, ସେପଟେ ମୟୁରଭଂଜର ଶ୍ୟାମାଖୁଂଟା ବ୍ଲକ ବାଲିଡ଼ିହା ପୋଲ ଉପରେ ୪ଫୁଟର ପାଣି; ବାଲିଡ଼ିହା-ଭୁଆସୁଣି ଯୋଗାଯୋଗ ବିଛିନ୍ନ Advertisment September 15, 2021, 12:50 PM IST 15 Sep 2021 12:50 IST Rituparna Routray Follow Us