breakingnews ରାଜ୍ୟରେ ୫ ଶହର ନିକଟତର ହେଉଛି କରୋନା ଗ୍ରାଫ୍ : ଗତ ୨୪ ଘଂଟାରେ ୪୫୨ ନୂଆ ପଜିଟିଭ୍ ଚିହ୍ନଟ; ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଆକ୍ରାନ୍ତ ଚିହ୍ନଟ, ସେପଟେ ଦେଶରେ ୯୦ ହଜାରର ନିକଟତର ହେଲାଣି ଦୈନିକ ସଂକ୍ରମଣ, ଗତ ୨୪ ଘଂଟାରେ ୭୧୪ ମୃତ 03 Apr 2021 14:44 IST Rituparna Routray Follow Us