breakingnews ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧି ଅଭିଯାନ ଜୋରଦାର : ଓଡିଶା ପୁଲିସ ହାଉସିଂ କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର; ଗତ ସପ୍ତାହରେ ତାଙ୍କ ନିକଟରୁ ଠାବ ହୋଇଥିଲା ୧୫କୋଟିରୁ ଅଧିକ ଟଙ୍କାର ସମ୍ପତି 18 Nov 2021 14:33 IST Rituparna Routray Follow Us