ଯାତ୍ରୀଙ୍କ ମନରେ ଭୟ ବଢାଉଛି ରାଜକନିକା ଫେରିଘାଟ । ଡଙ୍ଗାରେ ଯାଉଛନ୍ତି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଓ ଯାନବାହନ । ନା ଅଛି ଲାଇଫ ଜ୍ୟାକେଟ୍ ନା କୌଣସି ସୁରକ୍ଷା ବ୍ୟବସ୍ଥା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe