""
breakingnews ମୂର୍ତ୍ତି ଉଚ୍ଚତା ବିବାଦ ନେଇ ସରକାର ଓ ପୂଜା କମିଟି ବୈଠକ ଶେଷ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ ବିଶ୍ୱାଳ । କହିଲେ, ଦୁର୍ଗା ପୂଜାକୁ ରହିଛି ମାସେ ସମୟ, ମୂର୍ତ୍ତିର ଉଚ୍ଚତା ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ନିଆଯିବ ନିଷ୍ପତ୍ତି । Advertisment September 08, 2021, 10:59 AM IST 08 Sep 2021 10:59 IST Kanak News Bureau Follow Us