breakingnews ମାଲକାନଗିରିରେ କୂର୍ତି ଗାଁରେ ଲସି ପିଇ ଶହେରୁ ଅଧିକ ଗୁରୁତର : ୬୦ରୁ ଅଧିକ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର; ଗତକାଲି କୂର୍ତି ସାପ୍ତାହିକ ହାଟରେ ଲସି ପିଇ ଅସୁସ୍ଥ ହୋଇଥିବା ଅଭିଯୋଗ Advertisment May 01, 2021, 02:30 PM IST 01 May 2021 14:30 IST Rituparna Routray Follow Us