breakingnews ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଡ୍ରାଏ ରନ୍ : ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଦିଆଗଲା ଟିକା; ବିଏମସି କମିଶନରଙ୍କ ଉପସ୍ଥିତିରେ ହେଲା ଟିକାଦାନ Advertisment May 01, 2021, 02:20 PM IST 01 May 2021 14:20 IST Rituparna Routray Follow Us