breakingnews ଭାରତର ଆପତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ । କୋଭିସିଲ୍ଡ ଭ୍ୟାକ୍ସିନକୁ ଦେଲା ମାନ୍ୟତା । ଜାରି କଲା ନୂଆ ଟ୍ରାଭେଲ ଗାଇଡଲାଇନ୍ । ହଟିଲା କ୍ୱାରେଂଟାଇନ୍ ନିୟମ । କୋଭିସିଲ୍ଡ ନେଇଥିଲେ ୧୦ ଦିନିଆ ସଂଗରୋଧ ଥିଲା ବାଧ୍ୟତାମୂଳକ । Advertisment September 22, 2021, 02:06 PM IST 22 Sep 2021 14:06 IST Rituparna Routray Follow Us