ବିପତି ସମୟରେ ସମ୍ପତି ଠୁଳର ଆସିଲା ସାଂଘାତିକ ତଥ୍ୟ । ବଲାଙ୍ଗୀରରେ କଂଟେନମେଂଟ ଜୋନ୍ ପାଇଁ ବାଉଁଶ କିଣାରେ ହୋଇଛି ବଡ଼ ଦୁର୍ନୀତି । ୮ ଖଣ୍ଡ ବାଉଁଶକୁ ଅଢ଼େଇ ଲକ୍ଷ ଟଙ୍କା । ମହାମାରୀରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ମାଲାମାଲ ହେଉଥିଲେ ସରକାରୀ ବାବୁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe