""
breakingnews ବିଧାନସଭାରେ ଅସୁସ୍ଥ ହୋଇପଡିଲେ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କଲା ବେଳେ ଅସୁସ୍ଥ ହୋଇପଡିଲେ । ଚେୟାର ଉପରେ ଚଢି ପ୍ରତିବାଦ କଲା ବେଳେ ହଠାତ ଅସୁସ୍ଥ ହୋଇପଡିଲେ ତାରା Advertisment September 04, 2021, 05:00 PM IST 04 Sep 2021 17:00 IST Ramakrushna Barik Follow Us