breakingnews ବିଜେପି ଓ କଂଗ୍ରେସର ବିଧାନସଭା ତାଲିକାରେ ବାପା, ପୁଅ, ଝିଅଙ୍କୁ ଟିକେଟ୍ । ନବରଙ୍ଗପୁର ଲୋକସଭା ଆସନ ପାଇଁ ଭୁଜବଳ ମାଝୀଙ୍କୁ ଟିକେଟ୍ । ଡାବୁଗାଁ ବିଧାନସଭା ଆସନରୁ ଲଢ଼ିବେ ଝିଅ ଲିପିକା । ସେପଟେ ଭକ୍ତ ଦାସଙ୍କୁ ନର୍ଲା ଓ ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ପ୍ରାର୍ଥୀ କଲା ଦଳ । by Tusar Samantaray Updated 02 Apr 2024 21:19 IST Link copied! Copy failed! by Tusar Samantaray Updated 02 Apr 2024 21:19 IST Link copied! Copy failed!