ବଲିଉଡରେ ଡ୍ରଗ୍ସ କାରବାର ନେଇ ବରିଷ୍ଠ ଅଭିନେତା ରାଜା ମୁରାଦଙ୍କ ପ୍ରତିକ୍ରିୟା । କହିଲେ, ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତ । ହେଲେ ପୁରା ବଲିଉଡକୁ ଦିଆଯାଇ ପାରିବ ନାହିଁ ଦୋଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe